ସ୍କ୍ରିପ୍ଟିଙ୍ଗ ଫ୍ରେମୱର୍କ ମାଧ୍ଯମରେ Python ସ୍କ୍ରିପ୍ଟକୁ ସକ୍ରିୟ କରିବାକୁ LibreOffice ସ୍ଥାପନର ବ୍ୟବହାରକାରୀ ଏବଂ ସହଭାଗୀ ଡିରେକ୍ଟୋରୀରେ Python  ପାଇଁ  ସହାୟତା ଯୋଗ କରନ୍ତୁ, ଏବଂ ଧାରଣ ହୋଇଥିବା ଦଲିଲରେ ମଧ୍ଯ।
