ଉତ୍ତମ ଶୈଳୀର, ସୁନ୍ଦର ଦେଖାଯାଉଥିବା ତଥ୍ୟାଧାର ବିବରଣୀଗୁଡ଼ିକୁ ନିର୍ମାଣ କରିବା ପାଇଁ ବିବରଣୀ ନିର୍ମାତାକୁ ବ୍ୟବହାର କରନ୍ତୁ।ସ୍ଥିତି ଅନୁରୂପୀ ବିବରଣୀ ସମ୍ପାଦକ ଶ୍ରେଣୀ ଏବଂ ପୃଷ୍ଠା ଶୀର୍ଷକ ବ୍ୟାଖ୍ୟା କରିଥାଏ ଏବଂ ଶ୍ରେଣୀ ଏବଂ ପୃଷ୍ଠା ପାଦିକାକୁ ମଧ୍ଯ  ବ୍ୟାଖ୍ୟା କରିଥାଏ।ଏହା ସହିତ, ଗଣନା ସ୍ଥାନଗୁଡ଼ିକ ଜଟିଳ ତଥ୍ୟାଧାର ବିବରଣୀ ପାଇଁ ମଧ୍ଯ ଉପଲବ୍ଧ ହୋଇଥାଏ।
