ଉପସ୍ଥାପନା କ୍ଷୁଦ୍ରକାରୀ ପ୍ରଚଳିତ ଫାଇଲ ଉପସ୍ଥାପନା ଆକାରକୁ କମ କରିବା ପାଇଁ ବ୍ୟବହୃତ ହୋଇଥାଏ। ପ୍ରତିଛବିଗୁଡ଼ିକୁ ସଙ୍କୋଚିତ କରାଯାଇଥାଏ, ଏବଂ ଆବଶ୍ୟକ ହେଉନଥିବା ତଥ୍ୟକୁ ବାହାର କରାଯିବ।
ଉପସ୍ଥାପନା କ୍ଷଦ୍ରକାରୀ ପ୍ରତିଛବି ଗୁଣବତ୍ତାକୁ ଆକାରକୁ କମ କରିପାରେ।ଉପସ୍ଥାପନାଗୁଡ଼ିକୁ ପରଦା ପାଇଁ ରଚନା କରାଯାଇଥାଏ ଅଥବା ପ୍ରଜେକ୍ଟର ସେହି ସମାନ ଉଚ୍ଚ କ୍ଷମତା ସମ୍ପନ୍ନ ଉପସ୍ଥାପନା ମୁଦ୍ରଣ ପାଇଁ ଆବଶ୍ୟକ କରିନଥାଏ।
